ମାଲାବାରରେ ଷ୍ଟଡ୍‌ସ ଆଣ୍ଡ୍‌ ଟ୍ରପ୍‌ସ ଫେଷ୍ଟିଭାଲ୍‌

ଭୁବନେଶ୍ବର : ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଭୁବନେଶ୍ବର ସୋ’ରୁମ୍‌ରେ ଷ୍ଟଡ୍‌ସ ଆଣ୍ଡ୍‌ ଡ୍ରପ୍‌ସ ଫେଷ୍ଟିଭାଲ୍ ଆରମ୍ଭ ହୋଇଛି ଯେଉଁଥିରେ ସାମିଲ ରହିଛି ସ୍ବତନ୍ତ୍ର ବ୍ରାଇଡାଲ୍, ପାର୍ଟି ଓୟାର ଓ ନିତିଦିନ ବ୍ୟବହାର କରାଯାଉଥିବା ଗହଣାର ସମ୍ଭାରବ। ଗ୍ରାହକ ଓ ଟିମ୍ ସଦସ୍ୟଙ୍କ ଉପସ୍ଥିତିରେ ଏହି ଫେଷ୍ଟିଭାଲ୍ ଆରମ୍ଭ କରାଯାଇଛି ଯାହା ଚଳିତ ମାସ ୨୦ରୁ ଆରମ୍ଭ ହୋଇଥିବା ବେଳେ ୨୯ ପର୍ଯ୍ୟନ୍ତ ଚାଲିବ। ସୁନାରେ ହୀରା ଓ ମୂଲ୍ୟବାନ ଷ୍ଟୋନ ଖଚିତ ଗହଣା ଏଥିରେ ସାମିଲ ରହିଛି ଯାହାର ଭିଏ ୧୨.୯%ରୁ ଆରମ୍ଭ ହୋଇଛି। ଏହି ଫେ‌ଷ୍ଟିଭାଲ୍‌ରେ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ସ୍ବତନ୍ତ୍ର ସମ୍ଭାର, ମାଇନ୍‌, ଏରା, ପ୍ରେସିଆ, ଏଥ୍‌ନିକ୍ସ, ଡିଭାଇନ୍ ଓ ଷ୍ଟାର୍‌ଲେଟ୍‌କୁ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର