ନୂଆଦିଲ୍ଲୀ : ଅନୁଚିତ ଉପାୟରେ ବ୍ୟବସାୟ କରୁଥିବା ଅଭିଯୋଗରେ ଗତକାଲି ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଗୁଗୁଲ୍ ଉପରେ ୧୩୩୮ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲେ। ଏହା ଭାରତୀୟ ଓ ଏଠାକାର ବ୍ୟବସାୟୀମାନଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି।
ଜରିମାନା ଭାରତୀୟଙ୍କ ପାଇଁ ଶକ୍ତ ଧକ୍କା: ଗୁଗୁଲ୍
/sambad/media/post_attachments/wp-content/uploads/2022/06/google-ceo-1459333570.jpg)