ପ୍ଲାଷ୍ଟିକ୍ ପ୍ୟାକେଟ୍ ଫେରାଇନେବ ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ: ଗ୍ରାହକଙ୍କଠାରୁ ଫ୍ଲିପକାର୍ଟ ପ୍ଲାଷ୍ଟିକ୍ ପ୍ୟାକେଟକୁ ଫେରାଇନେବ। ଗ୍ରାହକଙ୍କୁ ସାମଗ୍ରୀ ପ୍ରଦାନ କରିସାରିବା ପରେ ପ୍ଲାଷ୍ଟିକ୍ ପ୍ୟାକେଜିଂକୁ ଫେରାଇନେବ। ଫ୍ଲିପକାର୍ଟ ପରୀକ୍ଷାମୂଳକ ଭାବେ ଦେଶର ୭ଟି ସହରରେ ଏହି ସେବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର