ବାଣିଜ୍ୟଫ୍ଲିପ୍କାର୍ଟ ପ୍ରଥମ ଥର ପାଇଁ ଲଞ୍ଚ୍ କରିଛି ସ୍ମାର୍ଟ୍ଫୋନ୍, କ’ଣ ସବୁ ଫିଚର୍ସ୍ ପାଇଁ ଅଧିକ ବିକ୍ରିର ସମ୍ଭାବନା ରହିଛି?bySambad DigitalbySambad Digital 14 Nov 2017 18:28 IST Link copied!Copy failed!ଭାରତ ବଜାରରେ ସ୍ମାଟ୍ର୍ଫୋନ୍ ବିକ୍ରି କରିବାରେ ଇ-କମର୍ସ୍ କମ୍ପାନିଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛି ଫ୍ଲିପ୍କାର୍ଟ୍। ବହୁ ବର୍ଷ ଧରି ଅନେକଙ୍କ ସ୍ମାର୍ଟ୍ଫୋନ୍ ବିକୁଥିବା ଏହି କମ୍ପାନି ଏବେ ନିଜର ସ୍ମାର୍ଟ୍ଫୋନ୍ ବିକ୍ରି କରିବାକୁ ଯାଉଛି।AdvertismentCourtesy: DainikBhaskarbySambad DigitalbySambad Digital 14 Nov 2017 18:28 IST Link copied!Copy failed!