ଭାରତ ବଜାରରେ ସ୍ମାଟ୍ର୍ଫୋନ୍ ବିକ୍ରି କରିବାରେ ଇ-କମର୍ସ୍ କମ୍ପାନିଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛି ଫ୍ଲିପ୍କାର୍ଟ୍। ବହୁ ବର୍ଷ ଧରି ଅନେକଙ୍କ ସ୍ମାର୍ଟ୍ଫୋନ୍ ବିକୁଥିବା ଏହି କମ୍ପାନି ଏବେ ନିଜର ସ୍ମାର୍ଟ୍ଫୋନ୍ ବିକ୍ରି କରିବାକୁ ଯାଉଛି।
Join and get latest news updates delivered to you via WhatsApp