ମୁମ୍ବାଇ : ମେ ୧୯ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫୯୩.୫ ବିଲିଅନ ଡଲାରକୁ ହ୍ରାସ ପାଇଛି। କ୍ରମାଗତ ଦୁଇ ସପ୍ତାହ ଧରି ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ପରେ ଉକ୍ତ ସପ୍ତାହରେ ଏଥିରେ ୬.୧ ବିଲିଅନ ଡଲାର ହ୍ରାସ ଘଟିଛି। ଉଲ୍ଲେଖlଯୋଗ୍ୟ, ୨୦୨୧ ଅକ୍ଟେବାରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୬୪୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତାହା ପରଠାରୁ ଏଥିରେ ହ୍ରାସ ଓ ଅସ୍ଥିରତା ଦେଖାଦେଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp