ବିଦେଶୀ ଉଡ଼ାଇ ପାରିବେନି ଡ୍ରୋନ୍‌

ନୂଆଦିଲ୍ଲୀ: ଦେଶରେ ଡ୍ରୋନ୍‌ର ବାଣିଜ୍ୟିକ ଉଡ଼ାଣ ନେଇ କେନ୍ଦ୍ର ସରକାର ଗତକାଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତା ଡିସେମ୍ବର ପହିଲାରୁ ଏଥିପାଇଁ ଅନୁମତି ମିଳିବ ବୋଲି କୁହାଯାଇଛି। ହେଲେ ଭାରତରେ ବିଦେଶୀମାନେ ଡ୍ରୋନ୍‌ ଉଡ଼ାଇପାରିବେ ନାହିଁ। ଡ୍ରୋନ୍‌ ଉଡ଼ାଣ ପାଇଁ ଭାରତୀୟମାନଙ୍କୁ ଡିଜିସିଏଠାରୁ ସ୍ୱତନ୍ତ୍ର ପରିଚୟ ନମ୍ବର ହାସଲ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର