ନୂଆଦିଲ୍ଲୀ: ସାଦି ଡଟ୍ କମ୍ ବିରୋଧରେ ବ୍ରିଟେନ୍ରେ ଜାତିଆଣ ଭେଦଭାବ ସୃଷ୍ଟି କରୁଥିବା ଅଭିଯୋଗ ଆସିଛି। ଦି ସଣ୍ଡେ ଟାଇମସ୍ରେ ପ୍ରକାଶ ପାଇଥିବା ଏକ ଖବରରେ ଲେଖାଯାଇଛି ଯେ ଏକ ବ୍ରାହ୍ମଣ ଜାତିର ଆକାଉଣ୍ଟ୍ ପାଇଁ ଜୀବନସାଥୀ ସନ୍ଧାନ କରିବା ଲାଗି ଯେଉଁ ପ୍ରୋଫାଇଲ୍ ଲେଖାଯାଇଛି ସେଥିରେ ଅନୁସୂଚିତ ଜାତି (ଏସ୍ସି) ବିଷୟରେ ଉଲ୍ଲେଖ ନାହିଁ। ଏହା ସମାନତା ନିୟମର ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ବ୍ରିଟେନ୍ରେ ଜାତିଆଣ ଭେଦଭାବକୁ ନେଇ କଠୋର ନିୟମ ରହିଛି। ତେବେ କଂପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହା କୌଣସି ନିୟମକୁ ଉଲ୍ଲଂଘନ କରିନାହିଁ।
ସାଦି ଡଟ୍ କମ୍ ବିରୋଧରେ ଜାତିଆଣ ଭେଦଭାବ ଅଭିଯୋଗ
/sambad/media/post_attachments/wp-content/uploads/2020/02/download.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)