ଫର୍ଣ୍ଣିଚର ଗୋଡାଉନ୍‌ରେ ସ୍ୱତନ୍ତ୍ର ଅଫର୍‌

ଭୁବନେଶ୍ୱର: ଭୁବନେଶ୍ୱରର ପ୍ରମୁଖ ଆସବାବପତ୍ର ସୋରୁମ୍‌ ଫର୍ଣ୍ଣିଚର ଗୋଡାଉନ୍‌ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଅଫର୍‌ ଆଣିଛି। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ‘ଗ୍ରେଟ୍‌ ସେଭିଂ ସଣ୍ଡେ ଟୁ ସଣ୍ଡେ’ ନାମକ ଅଫର ମାଧ୍ୟମରେ ଗ୍ରାହକମାନେ ୧ ଟଙ୍କା ଡାଉନ୍‌ପେମେଣ୍ଟ ଦେଇ ଫର୍ଣ୍ଣିଚର କ୍ରୟ କରିପାରିବେ। ସେହିଭଳି ବିଭିନ୍ନ ପ୍ରକାର ଫର୍ଣ୍ଣିଚରର ଗ୍ରାହକମାନେ ୪୨% ପର୍ଯ୍ୟନ୍ତ ରିହାତି ପାଇପାରିବେ ବୋଲି ଫର୍ଣ୍ଣିଚର ଗୋଡାଉନ୍‌ର ସ୍ୱତ୍ୱାଧିିକାରୀ ଶଶାଙ୍କ ଶେଖର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏବେ ଭୁବନେଶ୍ୱରର ବାପୁଜୀ ନଗର ଓ ସୌଭାଗ୍ୟ ନଗରରେ ଗୋଟିଏ ଲେଖାଏଁ ସୋରୁମ୍‌ ରହିଛି। ଉଭୟ ସୋରୁମ୍‌ରେ ଫର୍ଣ୍ଣିଚର ଗୁଡ଼ିକର ବ୍ୟାପକ ଡିସ୍‌ପ୍ଲେ କରାଯାଇଛି।

ସମ୍ବନ୍ଧିତ ଖବର