କେଣ୍ଟ୍‌ ଆର୍‌ଓ ଉପରେ ଉପହାର

ଭୁବନେଶ୍ବର: କେଣ୍ଟ୍‌ ଆର୍‌ଓ ୱାଟର ପ୍ୟୁରିଫାୟର ଉପରେ ୩ ହଜାର ଟଙ୍କାର ମାଗଣା ଉପହାର ପ୍ରଦାନ କରାଯାଉଛି। ଏଥିରେ ଗ୍ରାହକମାନେ ୩୦୦୦ ଟଙ୍କାର ମାଗଣା ଏଏମ୍‌ସି ସେବା ପାଇପାରିବେ ବୋଲି କଂପାନିର ଅଧ୍ୟକ୍ଷ ମହେଶ ଗୁପ୍ତା କହିଛନ୍ତି।

ସମ୍ବନ୍ଧିତ ଖବର