ମୁମ୍ବାଇ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ବଜେଟ୍ ଏୟାରଲାଇନ ଗୋ ଫାଷ୍ଟ୍ ଏହାର ବିମାନ ଉଡ଼ାଣକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ଘୋଷଣା କରିଛି। ପୂର୍ବରୁ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ କରିଥିବାବେଳେ ଆଜି ଏହାକୁ ପୁଣି ବଢ଼ାଇଛି। ବିମାନ ବାତିଲ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ କମ୍ପାନି ଦୁଃଖ ପ୍ରକାଶ କରିବା ସହିତ ଶୀଘ୍ର ଟିକଟ ବାବଦ ଅର୍ଥରାଶି ଫେରସ୍ତ କରିବ ବୋଲି କହିଛି।
ଗୋ ଫାଷ୍ଟ୍ର ବିମାନ ୩୦ ଯାଏ ବାତିଲ
/sambad/media/post_attachments/wp-content/uploads/2023/05/go-first-3.jpg)