ନୂଆଦିଲ୍ଲୀ: କେନ୍ଦ୍ର ସରକାର ୮% ଜିଓଆଇ ସେଭିଙ୍ଗ୍ ବଣ୍ଡ୍, ୨୦୦୩ର ସବ୍ସ୍କ୍ରିପ୍ସନ୍କୁ ବନ୍ଦ କରିଦେଇଛନ୍ତି। ଏହି ନିଷ୍ପତ୍ତି ବୟସ୍କ ବ୍ୟକ୍ତି ଏବଂ ଅବସର ଗ୍ରହଣ କରିଥିବା ଲୋକମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ। ମିଆଦୀ ଆୟ ଲକ୍ଷ୍ୟ ରଖିଥିବା ଲୋକମାନେ ଏହି ବଣ୍ଡ୍ରେ ନିବେଶ କରୁଥିଲେ। ଏହା ଦେଶର ଅନ୍ୟତମ ସବୁଠୁ ସୁରକ୍ଷିତ ବଣ୍ଡ୍ ଥିଲା। ବ୍ୟାଙ୍କ ଜମା, କଂପାନି ଜମା ଏବଂ ସ୍ୱଳ୍ପ ସଞ୍ଚୟ ସ୍କିମ୍ର ସୁଧ ହାର ୮%ରୁ କମ୍ ହୋଇଯିବା ପରେ ଏହି ବଣ୍ଡ୍ର ଚାହିଦା ବେଶ ବଢ଼ିଯାଇଥିଲା। ପ୍ରତିମାସରେ ଲୋକମାନେ ଏହି ବଣ୍ଡ୍ରେ ୨୦୦୦ କୋଟି ଟଙ୍କା ପାଖାପାଖି ନିବେଶ କରୁଥିଲେ।
ଜିଓଆଇ ସେଭିଙ୍ଗ୍ ବଣ୍ଡ୍ର ସବ୍ସ୍କ୍ରିପ୍ସନ୍ ବନ୍ଦ
/sambad/media/post_attachments/wp-content/uploads/2018/01/bond.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)