ଭୁବନନେଶ୍ବର: ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସୁନା ମହଙ୍ଗା ହେବାର ପ୍ରଭାବ ସ୍ଥାନୀୟ ବଜାରରେ ପ୍ରତିଫଳିତ ହୋଇଛି। ଶୁକ୍ରବାର ୨୪ କ୍ୟାରେଟ୍ ସୁନାର ଦାମ୍ ଭୁବନେଶ୍ବରରେ ୮୧ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଦିନକରେ ଦାମ୍ ୬୫୦ ଟଙ୍କା ବୃଦ୍ଧି ପାଇ ୮୧,୨୭୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ସୁନା ଦାମ୍ ୬୦୦ ଟଙ୍କା ବୃଦ୍ଧି ପାଇ ୭୪,୫୦୦ ଟଙ୍କା ହୋଇଯାଇଛି। ସୁନା ଭଳି ରୁପା ମଧ୍ୟ ମହଙ୍ଗା ହୋଇଛି। ଏକ କେଜି ରୁପାର ଦାମ୍ ଶୁକ୍ରବାର ୧୦୦୦ ଟଙ୍କା ବଢ଼ିବାରୁ ତାହା ୧,୦୪,୦୦୦ ଟଙ୍କା ହୋଇଯାଇଛି।
ସୁନା ୮୧ ହଜାର ଟପିଲା, ରୁପା କେଜି ୧,୦୪,୦୦୦
ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସୁନା ମହଙ୍ଗା ହେବାର ପ୍ରଭାବ ସ୍ଥାନୀୟ ବଜାରରେ ପ୍ରତିଫଳିତ ହୋଇଛି। ଶୁକ୍ରବାର ୨୪ କ୍ୟାରେଟ୍ ସୁନାର ଦାମ୍ ଭୁବନେଶ୍ବରରେ ୮୧ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଦିନକରେ ଦାମ୍ ୬୫୦ ଟଙ୍କା ବୃଦ୍ଧି ପାଇ ୮୧,୨୭୦ ଟଙ୍କା ହୋଇଛି।
/sambad/media/media_files/2024/11/17/qonxnSCwJfRbc86CXtQz.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)