ଭୁବନେଶ୍ବର: ଦେଶର ଭରସାଯୋଗ୍ୟ ଗ୍ରହଣା ବ୍ରାଣ୍ଡ୍ ତନିସ୍କ ଏହାର ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଆରମ୍ଭ କରିଛି। ଏହା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କ ପୁରୁଣା ସୁନାକୁ ବଦଳାଇ ଏହାର ସଂପୂର୍ଣ୍ଣ ମୂଲ୍ୟ ପାଇପାରିବେ। ୨୨ କ୍ୟାରେଟ୍ କିମ୍ବା ତା ଠାରୁ ଅଧିକ କ୍ୟାରେଟର ସୁନା ଗହଣା ଉପରେ ୦% ଡିଡକ୍ସନ ସୁବିଧା ରହିଛି। ଏକ୍ସଚେଞ୍ଜ ଅଫର ପରିପ୍ରେକ୍ଷୀରେ ତନିସ୍କରେ ଗ୍ରାହକଙ୍କ ଚାହିଦା ଓ ପସନ୍ଦକୁ ଦୃଷ୍ଟିରେ ରଖି ବ୍ୟାପକ ବର୍ଗର ପାରମ୍ପରିକ, ଆଞ୍ଚଳିକ ଓ ଆଧୁନିକ ଡିଜାଇନର ଗହଣା ବିକ୍ରି କରାଯାଉଛି। ଏପ୍ରିଲ ୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ କଟକ ଷ୍ଟୋରରେ ଏହି ଅଫର୍ ଜାରି ରହିବ।
ତନିସ୍କରେ ଗୋଲ୍ଡ ଏକ୍ସଚେଞ୍ଜ ଅଫର: ପୁରୁଣା ସୁନାର ସଂପୂର୍ଣ୍ଣ ମୂଲ୍ୟ ପାଇବେ ଗ୍ରାହକ
/sambad/media/post_attachments/wp-content/uploads/2022/04/5d4g5da4gg654g654gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)