ନୂଆଦିଲ୍ଲୀ: ସୁନାର ୧୦ ଗ୍ରାମ ପିଛା ଦର ବିଗତ ୬ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ୧୦ ଗ୍ରାମ ପିଛା ସୁନାର ମୂଲ୍ୟ ୩୨,୬୫୦ ଟଙ୍କା ହୋଇଯାଇଛି। ଗତକାଲି ସୁନାଦର ୩୨୫୦୦ ଟଙ୍କା ଥିଲା। ଶେଷ ଥର ପାଇଁ ୨୦୧୨ ନଭେମ୍ବର ୨୯ରେ ସୁନା ଦରକୁ ୩୨,୯୦୦ ଟଙ୍କା ସ୍ତରରେ ଦେଖିବାକୁ ମିଳିିଥିଲା। ସେହି ସମୟରେ ରୁପାର କିଲୋ ପିଛା ଦର ୪୦ ଟଙ୍କା ହ୍ରାସ ପାଇ ୩୯,୨୦୦ ଟଙ୍କା ହୋଇଛି।
ସୁନା ଦର ୬ ବର୍ଷରେ ସର୍ବାଧିକ
/sambad/media/post_attachments/wp-content/uploads/2018/10/gold-seized.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)