ମୁମ୍ବାଇ: ବିଶ୍ବରେ ବର୍ତ୍ତମାନ ନିବେଶ ଏବଂ ଆର୍ଥିକ ପରିବେଶ ଯାହା ରହିଛି ସେଥିରେ ଷ୍ଟକ୍ କିମ୍ବା ବଣ୍ଡ୍ ବଜାର ସେତେଟା ଆକର୍ଷଣୀୟ ନାହିଁ। ତେଣୁ ସୁନାରେ ନିବେଶକୁ ଅଧିକ ଆକର୍ଷଣୀୟ ମନେ କରାଯାଉଛି। ବ୍ୟାଙ୍କ ଅଫ୍ ଆମେରିକା ସିକ୍ୟୁରିଟିଜ୍ର ବିଶେଷଜ୍ଞମାନଙ୍କ ଆକଳନକୁ ଯଦି ବିଶ୍ବାସ କରାଯାଏ ତାହେଲେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦାମ ଆସନ୍ତା ୨୦୨୧ ଶେଷ ସୁଦ୍ଧା ୩୦୦୦ ଆମେରିକୀୟ ଡଲାରରେ ପହଞ୍ଚିଯିବ। ଭାରତରେ ଆସନ୍ତା ୨୦୨୧ ଶେଷ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୮୨ ହଜାର ଟଙ୍କାରେ ପହଞ୍ଚିଯିବ ବୋଲି ଆକଳନ କରାଯାଇଛି।
ସୁନା ୮୨ ହଜାର ଛୁଇଁବ!
/sambad/media/post_attachments/wp-content/uploads/2020/03/gold-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)