ନୂଆଦିଲ୍ଲୀ: ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ)ର ୧୩୦୦ କୋଟି ଟଙ୍କାରୁ ଅଧିକ ଜରିମାନାକୁ ସାମ୍ନା କରିଥିବା ଇଣ୍ଟରନେଟ୍ କଂପାନି ଗୁଗୁଲ୍ ଭାରତରେ ଏହାର ଆଣ୍ଡ୍ରଏଡ୍ ନିୟମରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ଗ୍ରାହକଙ୍କୁ ପସନ୍ଦର ସର୍ଚ୍ଚ ଇଞ୍ଜିନ ଚୟନ କରିବାର ଅନୁମତି ଦିଆଯାଇଛି। ସେହିପରି ଆଗୁଆ ଇନଷ୍ଟଲ୍ କରାଯାଉଥିବା ଗୁଗୁଲ୍ ଆପ୍ ପାଇଁ ଲାଇସେନ୍ସ ଦେବାକୁ କଂପାନି ପ୍ରସ୍ତୁତ ହୋଇଛି। ଆସନ୍ତା ମାସଠାରୁ ସବୁ ଆପ୍ ଓ ଗେମ୍ ପାଇଁ କଂପାନି ପସନ୍ଦର ବିଲିଂ ସୁବିଧା ଆରମ୍ଭ କରିବ।
ଆଣ୍ଡ୍ରଏଡ୍ ନିୟମ ବଦଳାଇଲା ଗୁଗୁଲ୍
/sambad/media/post_attachments/wp-content/uploads/2019/04/getty-google-logo-800x531.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)