ଜିଡିପି ଉପରେ ଅରବିନ୍ଦଙ୍କ ଦାବିକୁ ସରକାରଙ୍କ ଖଣ୍ଡନ

0

ନୂଆଦିଲ୍ଲୀ: ୨୦୧୧-୨୦୧୭ ପର୍ଯ୍ୟନ୍ତ ଭାରତର ଜିଡିପି ହାରକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି ବୋଲି ଗତକାଲି ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କହିଥିଲେ। ଆଜି ଏହା ଉପରେ ବର୍ତ୍ତମାନର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଜଣେ ପ୍ରମୁଖ ସଦସ୍ୟ ନିଜ ମତ ରଖିଛନ୍ତି। ଅରବିନ୍ଦଙ୍କ ଦାବିକୁ ସେ ଖଣ୍ଡନ କରିଛନ୍ତି। ଆଗାମୀ ଦିନରେ ତାଙ୍କର ପ୍ରତିଟି ଦାବିକୁ ଭୁଲ ପ୍ରମାଣିତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର