୩ ବର୍ଷ ପୂରଣ କଲା ଗ୍ରେଟ୍‌ ଇଷ୍ଟର୍ଣ୍ଣ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ରିଟେଲ ଚେନ୍‌ ଗ୍ରେଟ୍‌ ଇଷ୍ଟର୍ଣ୍ଣ ଚଳିତବର୍ଷ ରଥଯାତ୍ରାରେ ଓଡ଼ିଶାରେ ୩ ବର୍ଷ ପୂରଣ କରିଛି। ଏହି ଅବସରରେ ଗ୍ରେଟ୍‌ ଇଷ୍ଟର୍ଣ୍ଣର ବାପୁଜୀ ନଗର ଷ୍ଟୋର୍‌ରେ ଏକ ଲକି ଡ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଜଣେ ଗ୍ରାହକ ୫୫ ଇଞ୍ଚର ଏଲ୍‌ଇଡି ଟିଭି ଜିତିଛନ୍ତି। ଲକି ଡ୍ର ଉତ୍ସବରେ ଅତିଥି ଭାବେ ଓଲିଉଡ ଅଭିନେତ୍ରୀ ଭୂମିକା ଦାସ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର