ନୂଆଦିଲ୍ଲୀ: ଗତ ଏପ୍ରିଲ୍ରେ କାରଖାନା ଉତ୍ପାଦନ ଓ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ହୋଇଛି। କାରଖାନା ଉତ୍ପାଦନ ପରିମାଣ ଛଅ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି କ୍ଷେତ୍ର ୪.୫% ଅଭିବୃଦ୍ଧି ହାସଲ କରିଛି। ସେହିପରି ଗତ ମେ’ରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାତ ମାସର ଉଚ୍ଚ ସ୍ତର ୩.୦୫%ରେ ପହଞ୍ଚିଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp