ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୭ ତାରିଖରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦର ୪୮ତମ ବୈଠକ ଭିଡିଓକନଫରେନ୍ସିଂ ମାଧ୍ୟମରେ ହେବ। ଏହା ପୂର୍ବରୁ ଚଳିତ ବର୍ଷ ଜୁନ ୨୮ ଓ ୨୯ ତାରିଖରେ ଜିଏସ୍ଟି ପରିଷଦର ୪୭ତମ ବୈଠକ ଚଣ୍ଡୀଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା। ସେଥିରେ ବିଭିନ୍ନ ପ୍ରକାର ସାମଗ୍ରୀର ଜିଏସଟିରେ ପରିବର୍ତ୍ତନ ଅଣାଯାଇଥିଲା। ଗତ ଜୁଲାଇ ୧୮ରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଫଳରେ ଅନେକ ସାମଗ୍ରୀ ମହଙ୍ଗା ହୋଇଯାଇଥିଲା। ଆସନ୍ତା ବୈଠକରେ କାସିନୋ ଏବଂ ଅନଲାଇନ ଗେମିଂ ଉପରେ ଜିଏସଟି ପ୍ରସଙ୍ଗ ଆଲୋଚନା ହେବା ସମ୍ଭାବନା ରହିଛି।
ଡିସେମ୍ବର ୧୭ରେ ଜିଏସ୍ଟି ପରିଷଦ ବୈଠକ
/sambad/media/post_attachments/wp-content/uploads/2022/10/GST-Changes-in-India-from-January-1-2022.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)