ଭୁବନେଶ୍ବର : ହାଭେଲସ୍ ପକ୍ଷରୁ ନୂଆ ଡିଲାଇଟ୍ ଆଲ୍କାଲାଇନ୍ ହାଇ ରିକଭରି ୱାଟର ପ୍ୟୁରିଫାୟରକୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି। ଏହାକୁ କଂପାନିର ଉପସଭାପତି ଶାସନ ଶ୍ରୀବାସ୍ତବ, ଅନିଲ ଶର୍ମା, ଓଡ଼ିଶା ମୁଖ୍ୟ ଦେବାଶିଷ ମିତ୍ର ଓ ଏଚଆଇଏଲ୍-ଭୁବନେଶ୍ବରର ମନୋଜ ପଲ୍ଲାଇ ଉନ୍ମୋଚନ କରିଛନ୍ତି।
ହାଭେଲସ୍ର ନୂଆ ୱାଟର୍ ପ୍ୟୁରିଫାୟର
/sambad/media/post_attachments/wp-content/uploads/2020/02/Pic-Havells-India-Ltd.jpg)