ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ଆଜି ମୋଟରସାଇକଲ ଓ ସ୍କୁଟର ମୂଲ୍ୟରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି। ମଡେଲ ଓ ମାର୍କେଟ ଅନୁସାରେ ମୂଲ୍ୟବୃଦ୍ଧିରେ ଭିନ୍ନତା ରହିବ। ଉଲ୍ଲେଖଯୋଗ୍ୟ ଦିଲ୍ଲୀରେ ହିରୋ ଏଚ୍ଏଫ୍ ୧୦୦ର ଏକ୍ସସୋରୁମ ମୂଲ୍ୟ ୫୫,୪୫୦ ଟଙ୍କାରୁ ଆରମ୍ଭ ହୋଇ ଏକ୍ସପଲ୍ସ ୨୦୦ ୪ଭିର ମୂଲ୍ୟ ୧ ଲକ୍ଷ ୩୬ ହଜାର ଟଙ୍କା ରହିଛି।
ଗାଡ଼ି ଦାମ୍ ବଢ଼ାଇଲା ହିରୋ
/sambad/media/post_attachments/wp-content/uploads/2022/09/hero.jpg)