ଭୁବନେଶ୍ୱର: ହୋଣ୍ଡା ପକ୍ଷରୁ ୧୬୦ ସିସି ବାଇକ୍ ଏକ୍ସ-ବ୍ଲେଡ୍ର ଡେଲିଭରି ଆରମ୍ଭ କରାଯାଇଛି। ଏହାର ମୂଲ୍ୟ ୭୮,୫୦୦ ଟଙ୍କା (ଏକ୍ସ ସୋରୁମ୍, ଦିଲ୍ଲୀ) ରହିଛି। କଂପାନିର ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆମେ ମାର୍ଚରୁ ଏକ୍ସ-ବ୍ଲେଡ୍ର ଡେଲିଭରି ଆରମ୍ଭ କରିଛୁ। ଏହି ବାଇକ୍ରେ ଶ୍ରେଣୀର ଅନେକ ପ୍ରକାର ପ୍ରଥମ ବୈଶିଷ୍ଟ୍ୟ ରହିଛି। ନୂଆ ପିଢ଼ିଙ୍କୁ ଏହାର ବେଶ ଆକୃଷ୍ଟ କରୁଛି। ଏହା ବଜାରରେ ବିଭିନ୍ନ ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି।
ହୋଣ୍ଡା ଏକ୍ସ-ବ୍ଲେଡ୍ ଡେଲିଭରି ଆରମ୍ଭ
/sambad/media/post_attachments/wp-content/uploads/2018/03/v_honda-xblade-std1520920033.jpg)