ହୋଣ୍ଡାର ନୂଆ ବାଇକ୍‌ ‘ସିବିଆର୍‌୬୫୦ଆର୍‌’

ଭୁବନେଶ୍ବର: ହୋଣ୍ଡା ପକ୍ଷରୁ ନୂଆ ୨୦୨୧ ସିବିଆର୍‌୬୫୦ଆର୍‌ ଓ ସିବି୬୫୦ଆର୍‌ ବାଇକ୍‌କୁ ଉନ୍ମୋଚନ କରାଯାଇଥିବା ବେଳେ ବୁକିଂ ଆରମ୍ଭ ହୋଇଥିବା ବିଷୟରେ ଘୋଷଣା କରାଯାଇଛି। ସିବିଆର୍‌୬୫୦ଆର୍‌ ମୂଲ୍ୟ ୮.୮୮ ଲକ୍ଷ ଟଙ୍କା ରହିଥିବା ବେଳେ ସିବି୬୫୦ଆର୍‌ର ଦାମ୍ ୮.୬୭ ଲକ୍ଷ ଟଙ୍କା ରହିଛି। ସିବିଆର୍‌୬୫୦ଆର୍‌ରେ ୬୯୪ ସିସି ଡିଓଏଚ୍‌ସି ୧୬-ଭାଲ୍‌ଭ ଇଞ୍ଜିନ, ଆସିଷ୍ଟ୍‌/ସ୍ଲିପର୍‌ କ୍ଲଚ୍‌, ଏମର୍ଜେନ୍ସି ଷ୍ଟପ୍ ସିଗ୍‌ନାଲ୍, ହୋଣ୍ଡା ଇଗ୍ନିସନ୍ ସିକ୍ୟୁରିଟି ସିଷ୍ଟମ୍, ଡୁଆଲ୍‌ ଚ୍ୟାନେଲ୍ ଏବିଏସ୍‌, ଡିସ୍କ ବ୍ରେକ୍, ଏଲ୍‌ଇଡି ଲାଇଟ୍‌ ଭଳି ସୁବିଧା ରହିଛି।

ସମ୍ବନ୍ଧିତ ଖବର