ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ସୂଚୀରେ ଭାରତ ଚଳିତ ବର୍ଷ ୧୦୩ତମ ସ୍ଥାନରେ ରହିଛି। ୨୦୧୭ରେ ଭାରତରେ ୧୦୦ତମ ସ୍ଥାନରେ ଥିବା ବେଳେ ଚଳିତବର୍ଷ ୩ଟି ସ୍ଥାନ ତଳକୁ ଖସିଯାଇଛି। ୱେଲଥଙ୍ଗରିଲ୍ଫି ଓ କନସର୍ନ ୱାର୍ଲଡୱାଇଡ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା ଦର୍ଶାଯାଇଛି। ସାଂଘାତିକ କ୍ଷୁଧା ଥିବା ୪୫ଟି ଦେଶ ମଧ୍ୟରୁ ଭାରତ ଅନ୍ୟତମ ବୋଲି ଏଥିରେ କୁହାଯାଇଛି। ଏହି ତାଲିକାରେ ଚୀନ ୨୫ତମ, ନେପାଳ ୭୨ତମ, ମ୍ୟାନମାର, ୬୮ତମ, ଶ୍ରୀଲଙ୍କା ୬୭ତମ, ବାଂଲାଦେଶ ୮୬ତମ ଏବଂ ପାକିସ୍ତାନ ୧୦୬ତମ ସ୍ଥାନରେ ରହିଛି।
କ୍ଷୁଧା ସୂଚୀରେ ଭାରତର ରୢାଙ୍କ ୧୦୩
/sambad/media/post_attachments/wp-content/uploads/2018/10/world-hunger-list.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)