ହୁଣ୍ଡାଇର ମେଗା ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର: ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର କାର୍ଯ୍ୟାଳୟରେ ଏକ ମେଗା ଗ୍ରାହକ ସମ୍ମିଳନୀ ଆୟୋଜନ କରାଯାଇଛି। ଏଥିରେ ଅନେକ ଗ୍ରାହକ ଅଂଶଗ୍ରହଣ କରିଥିଲେ। ସେମାନେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଭଳି ସମ୍ମିଳନୀ ଆୟୋଜନ କରି କଂପାନି ଗ୍ରାହକଙ୍କ ସହିତ ନିଜର ସମ୍ପର୍କକୁ ନିବିଡ଼ କରୁଛି। ଗ୍ରାହକଙ୍କୁ ଉଲ୍ଲସିତ କରିବା ସହିତ ନିଜର ଉତ୍ପାଦ ଜରିଆରେ ସନ୍ତୁଷ୍ଟ କରୁଛି।

ସମ୍ବନ୍ଧିତ ଖବର