ମୁମ୍ବାଇ: ପ୍ରତିଭୂତି (ସିକ୍ୟୁରିଟି) ବିକ୍ରିରେ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କ ଉପରେ ୫୮.୯ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟାଙ୍କ ଉପରେ ଏତେ ବଡ଼ ଧରଣର ଜରିମାନା ଆଗରୁ କେବେବି ଲାଗୁ କରାଯାଇଥିଲା। ପ୍ରତିଭୂତି ବିକ୍ରିକୁ ନେଇ ଘୋଷଣାନାମା କରାଯିବା କଥା ତାହା ଆଇସିଆଇସିଆଇ ବ୍ୟାଙ୍କ କରିନଥିଲା। ସେଥିପାଇଁ ଏହି ଜରିମାନା ଲାଗୁ କରାଯାଇଛି। ଏଚ୍ଟିଏମ୍ ବର୍ଗର ପ୍ରତିଭୂତି କାରବାରରେ ବ୍ୟାଙ୍କ ନିୟମ ଉଲ୍ଲଘଂନ କରିଥିଲା।
ଆଇସିଆଇସିଆଇ ଉପରେ ୫୮ କୋଟି ଜରିମାନା
/sambad/media/post_attachments/wp-content/uploads/2018/03/672815-icici.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)