ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଆଇଡିବିଆଇ ବ୍ୟାଙ୍କର ଅଂଶଧନ କ୍ରୟକୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ବୋର୍ଡ ଆଜି ମଞ୍ଜୁରି ଦେଇଛି। ଜୁନ୍ ୩୦ ତାରିଖ ସୁଦ୍ଧା ଆଇଡିବିଆଇ ବ୍ୟାଙ୍କରେ ଏଲ୍ଆଇସିର ୭.୯୮ ପ୍ରତିଶତ ଅଂଶଧନ ରହିଛି। ଏବେ ନିଗମ ଆଉ ୪୩ ପ୍ରତିଶତ ଅଂଶଧନ କ୍ରୟ କରିବ।
ଆଇଡିବିଆଇ ଅଂଶଧନ କ୍ରୟକୁ ଏଲ୍ଆଇସି ବୋର୍ଡର ମଞ୍ଜୁରି
/sambad/media/post_attachments/wp-content/uploads/2018/07/IDBI-Bank-Executive-Admit-card-Call-Letter-2018-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)