ଟିକା ନେଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଦେବ ଅଧିକ ସୁଧ

ଭୁବନେଶ୍ବର: କୋଭିଡ୍ ଟିକା ନେଇଥିବା ଗ୍ରାହକମାନଙ୍କୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଧିକ ସୁଧ ପ୍ରଦାନ କରିବ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଜମା ସ୍କିମ୍ ଘୋଷଣା କରାଯାଇଛି ଯାହାର ନାମ ହେଉଛି ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍ ସ୍କିମ୍’। ଏହି ୧୧୧୧ ଦିନିଆ ଜମା ସ୍କିମ୍‌ରେ କୋଭିଡ୍‌ ଟିକା ନେଇଥିବା ବରିଷ୍ଠ ନାଗରିକମାନେ ୦.୨୫% ଅଧିକ ସୁଧ ପାଇବେ। ଟିକା ନେଇ ଏହି ସ୍କିମ୍‌ର ଲାଭ ଉଠାଇବା ଲାଗି ବ୍ୟାଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍କୁ ଆହ୍ବାନ ଦିଆଯାଇଛି। ଟିକା ନେଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଦେବ ଅଧିକ ସୁଧ
ଭୁବନେଶ୍ବର, ୧୪/୪: କୋଭିଡ୍ ଟିକା ନେଇଥିବା ଗ୍ରାହକମାନଙ୍କୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଧିକ ସୁଧ ପ୍ରଦାନ କରିବ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଜମା ସ୍କିମ୍ ଘୋଷଣା କରାଯାଇଛି ଯାହାର ନାମ ହେଉଛି ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍ ସ୍କିମ୍’। ଏହି ୧୧୧୧ ଦିନିଆ ଜମା ସ୍କିମ୍‌ରେ କୋଭିଡ୍‌ ଟିକା ନେଇଥିବା ବରିଷ୍ଠ ନାଗରିକମାନେ ୦.୨୫% ଅଧିକ ସୁଧ ପାଇବେ। ଟିକା ନେଇ ଏହି ସ୍କିମ୍‌ର ଲାଭ ଉଠାଇବା ଲାଗି ବ୍ୟାଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍କୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧିତ ଖବର