ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ ଦେଶ ଖାଦ୍ୟ ସାମଗ୍ରୀ ଓ ସାର ରପ୍ତାନି ଉପରେ କଟକଣା ଲଗାଉଥିବାରୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଚିନ୍ତାପ୍ରକଟ କରିଛି। ୟୁକ୍ରେନ୍-ରୁଷ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୩୦ଟି ଦେଶ ଖାଦ୍ୟ ରପ୍ତାନି ଉପରେ କଟକଣା ଲଗାଇସାରିଲେଣି। ତାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଆଇଏମ୍ଏଫ୍ର ଏମ୍ଡି କ୍ରିଷ୍ଟାଲିନା ଜୋର୍ଜିଭା କହିଛନ୍ତି। ଗହମ ରପ୍ତାନି କଟକଣାକୁ ଭାରତ କୋହଳ କରିବା ନିଷ୍ପତ୍ତିକୁ ସେ ସ୍ବାଗତ କରିଛନ୍ତି।
ଖାଦ୍ୟ ରପ୍ତାନି କଟକଣା ନେଇ ଆଇଏମ୍ଏଫ୍ ଚିନ୍ତିତ
/sambad/media/post_attachments/wp-content/uploads/2022/03/wheat-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)