ଏନ୍‌ଟିଏସ୍‌ଇ ପରୀକ୍ଷାରେ ରେଜୋନାନ୍ସର ସଫଳତା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିକ୍ଷା କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ଗତ ନଭେମ୍ବର ୫ ତାରିଖରେ ଅନୁଷ୍ଠିତ ରାଷ୍ଟ୍ରୀୟ ପ୍ରତିଭା ଚୟନ ପରୀକ୍ଷା (ଏନ୍‌ଟିଏସ୍‌ଇ)ର ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ଫଳ ଗତ ୨ ତାରିଖରେ ପ୍ରକାଶ ପାଇଛି। ଏଥିରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଓଡ଼ିଶାରୁ ମୋଟ ୧୪୮ ଜଣ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରେଜୋନାନ୍ସର ପ୍ରି ଫାଉଣ୍ଡେସନ୍‌ କ୍ୟାରିଅର୍‌ କେୟାର ପ୍ରୋଗ୍ରାମର ୩୩ ଜଣ ବିଦ୍ୟାର୍ଥୀ ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ’ ୧୩ରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର