୧୧ ବର୍ଷରେ ୨ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି‌ ଯେ ବିଗତ ୧୧ ବର୍ଷ ଭିତରେ ବିଭିନ୍ନ ବ୍ୟାଙ୍କରେ ୨.୦୫ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଛି। ଏହି ସମୟରେ ୫୦ ହଜାରରୁ ଅଧିକ ‌ଠକେଇ ହୋଇଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ସର୍ବାଧିକ ପ୍ରଭାବିତ ହୋଇଛି। ଏହା ପଛକୁ ଷ୍ଟେଟ୍‌ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ରହିଛନ୍ତି।

ସମ୍ବନ୍ଧିତ ଖବର