ବଜେଟ୍‌ ୨୦୧୮-୧୯: ସରକାରଙ୍କ ଆୟ ଓ ବ୍ୟୟ

0

କେମିତି ଆସିବ ୧ଟଙ୍କା: ୧୯ ପଇସା – ଋଣ ଓ ଅନ୍ୟାନ୍ୟ ସୁତ୍ରରୁ, ୧୯ ପଇସା – କର୍ପୋରେସନ୍‌ ଟିକସ, ୧୬ ପଇସା – ଆୟକର, ୪ ପଇସା – ସୀମା ସୁଳ୍କ, ୮ ପଇସା – କେନ୍ଦ୍ରୀୟ ଉତ୍ପାଦ ସୁଳ୍କ, ୨୩ ପଇସା – ଜିଏସ୍‌ଟି ଓ ଅନ୍ୟ ଟିକସ୍‌, ୮ ପଇସା – ଅଣ ଟିସକ ଆୟ, ୩ ପଇସା – ଋଣଭିନ୍ନ ଅନ୍ୟାନ୍ୟ ପୁଞ୍ଜି ଆୟ

କେମିତି ଖର୍ଚ୍ଚ ହେବ ୧ଟଙ୍କା: ୫ ପଇସା – ପେନ୍‌ସନ, ୮ ପଇସା – ଅନ୍ୟାନ୍ୟ ବ୍ୟୟ, ୯ ପଇସା – କେନ୍ଦ୍ର ପ୍ରାୟୋଜିତ ଯୋଜନା, ୧୦ ପଇସା – କେନ୍ଦ୍ରୀୟ ଯୋଜନା, ୧୮ ପଇସା – ସୁଧ ପ୍ରଦାନ, ୯ ପଇସା – ପ୍ରତିରକ୍ଷା, ୯ ପଇସା – ସବ୍‌ସୀଡି, ୮ ପଇସା – ଅର୍ଥ କମିସନ ଓ ଅନ୍ୟାନ୍ୟ ପାଣ୍ଠି ପ୍ରଦାନ, ୨୪ ପଇସା – ରାଜ୍ୟ ମାନଙ୍କ ଟିକସ ଭାଗ
ସମ୍ବନ୍ଧିତ ଖବର

Leave A Reply

Your email address will not be published.