ନୂଆଦିଲ୍ଲୀ : ଏକ ଟିକସ ମାମଲାରେ ଭୋଡାଫୋନ୍ ଆଇଡିଆ ସୁପ୍ରିମକୋର୍ଟରେ ବିଜୟ ହାସଲ କରିଛି। କଂପାନିକୁ ୮୩୩ କୋଟି ଟଙ୍କାର ରିଫଣ୍ଡ୍ ଦେବା ଲାଗି ଆୟକର ବିଭାଗକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍) ମାମଲାରେ ସରକାରଙ୍କୁ ୫୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଗଣିବାକୁ ଥିବା ଭୋଡାଫୋନ୍ ଆଇଡିଆ ପାଇଁ ଏହା ସାନ୍ତ୍ବନାମୂଳକ ବିଜୟ ସଦୃଶ।
ଭୋଡାଫୋନ୍କୁ ୮୩୩ କୋଟି ଫେରାଇବ ଆୟକର ବିଭାଗ
/sambad/media/post_attachments/wp-content/uploads/2018/03/Vodafone-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)