ଭୋଡାଫୋନ୍‌କୁ ୮୩୩ କୋଟି ଫେରାଇବ ଆୟକର ବିଭାଗ

ନୂଆଦିଲ୍ଲୀ : ଏକ ଟିକସ ମାମଲାରେ ଭୋଡାଫୋନ୍ ଆଇଡିଆ ସୁପ୍ରିମକୋର୍ଟରେ ବିଜୟ ହାସଲ କରିଛି। କଂପାନିକୁ ୮୩୩ କୋଟି ଟଙ୍କାର ରିଫଣ୍ଡ୍‌ ଦେବା ଲାଗି ଆୟକର ବିଭାଗକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ମାମଲାରେ ସରକାରଙ୍କୁ ୫୦ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଗଣିବାକୁ ଥିବା ଭୋଡାଫୋନ୍ ଆଇଡିଆ ପାଇଁ ଏହା ସାନ୍ତ୍ବନାମୂଳକ ବିଜୟ ସଦୃଶ।

ସମ୍ବନ୍ଧିତ ଖବର

Comments are closed.