ନୂଆଦିଲ୍ଲୀ: ବିଜ୍ଞପ୍ତି ପ୍ରକାଶ କରିବାର ଦେଢ଼ ମାସରୁ ଊର୍ଧ୍ୱ ସମୟ ପରେ ଆୟକର ବିଭାଗ ପକ୍ଷରୁ ଆକଳନ ବର୍ଷ ୨୦୧୮-୧୯ ପାଇଁ ସମସ୍ତ ୭ଟି ଯାକ ଆୟକର ରିଟର୍ଣ୍ଣ ଫର୍ମକୁ ଇ-ରିଟର୍ଣ୍ଣ ଫାଇଲିଂ ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଟିକସଦାତାମାନେ ଇ-ରିଟର୍ଣ୍ଣ ଭରିପାରିବେ।
ଆୟକର ରିଟର୍ଣ୍ଣ ଇ-ଫାଇଲିଂ ପାଇଁ ଆସିଲା ୭ ଫର୍ମ
/sambad/media/post_attachments/wp-content/uploads/2018/03/INCOMETAXLOGO.jpg)