ମେହୁଲଙ୍କ ନାଗରିକତ୍ବ ଭାରତ ପ୍ରତ୍ୟାହାର କରିନି

ଜର୍ଜଟାଉନ,: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଋଣ ଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ଏବେ ବି ଭାରତର ନାଗରିକ ଅଛନ୍ତି। ଆଣ୍ଟିଗୁଆ ଏବଂ ବାରଗୁଡାର ପାସପୋର୍ଟ ତାଙ୍କ ନିକଟରେ ଥିଲେ ମଧ୍ୟ ସେ ଏବେ ବି ଭାରତୀୟ ନାଗରିକ ଅଛନ୍ତି ବୋଲି ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ମେହୁଲଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ଉଦ୍ୟମ ଚଳାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର