୬ଜିରେ ଭାରତ ଆଗରେ ରହିବ: ଅଶ୍ବିନୀ

ନୂଆଦିଲ୍ଲୀ: ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୬ଜି ମୋବାଇଲ୍ ସେବାରେ ଭାରତ ଆଗରେ ରହିବ। ୬ଜିରେ ଭାରତ ଆଗରେ ରହୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଛନ୍ତି। ଜିଓ, ଏୟାରଟେଲ, ଏଲ୍‌ଜି, ସାମସଙ୍ଗ ଭଳି ସଂସ୍ଥା ୬ଜି ପ୍ରତି ଆଗ୍ରହ ଦେଖାଇଛନ୍ତି। ସେଥିରେ ଅତି ଦ୍ରୁତ ଗତିରେ ଇଣ୍ଟରନେଟ୍ ମିଳିବ ଯାହା ବହୁ କାମକୁ ସହଜ କରିପାରିବ।

ସମ୍ବନ୍ଧିତ ଖବର