ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟ ଓ ବାଣିଜ୍ୟ ଉପରେ ଆନ୍ତର୍ଜାିତିକ ସମ୍ମିଳନୀ ମାର୍ଚ ୧୭ରୁ ଆରମ୍ଭ ହେବ। ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଏବଂ କଳିଙ୍ଗ ମିଡିଆ ସେଣ୍ଟର୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଦକ୍ଷିଣ ଏସିଆର ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେବେ। ଏହି ତିନିଦିନିଆ ସମ୍ମିଳନୀରେ ୫୦ରୁ ଅଧିକ ଗବେଷକ ସେମାନଙ୍କ ନିବନ୍ଧ ଉପସ୍ଥାପନ କରିବେ।
ଭାରତୀୟ ବ୍ୟବସାୟ ଓ ବାଣିଜ୍ୟ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ୧୭ରେ
/sambad/media/post_attachments/wp-content/uploads/2018/02/Globe-Image-Pixabay.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)