ନୂଆଦିଲ୍ଲୀ : ଆସନ୍ତା ଦୁଇ ବର୍ଷ ଭିତରେ ପ୍ରାୟ ୧୭୦୦ ବିମାନ କିଣିବା ଲାଗି ଭାରତୀୟ ବିମାନ କଂପାନିଗୁଡ଼ିକ ବରାଦ ଦେଇଛନ୍ତି ବୋଲି କାପା ନାମକ କନ୍ସଲଟାନ୍ସି ସଂସ୍ଥା ପକ୍ଷରୁ କୁହାଯାଇଛି। ସେଥିରୁ ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ। ଭାରାତୀୟ କଂପାନିଗୁଡ଼ିକ ୭୦୦ରୁ ଅଧିକ ଛୋଟ ବଡ଼ି ବିମାନ କିଣିବେ। ଘରୋଇ ବିମାନ କଂପାନି ଇଣ୍ଡିଗୋ ୫୦୦ କିଣିବା ଲାଗି ବରାଦ ଦେଇଥିବା ମଧ୍ୟ କୁହାଯାଉଛି।
୧୭୦୦ ବିମାନ କିଣିବେ ଭାରତୀୟ କଂପାନି
/sambad/media/post_attachments/wp-content/uploads/2023/02/plane.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)