ନାଗପୁର: ଭାରତୀୟ ତୈଳ ନିଗମ ଲିମିଟେଡ(ଆଇଓସିଏଲ୍) ପକ୍ଷରୁ ଭାରତରେ ପ୍ରଥମ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଷ୍ଟେସନ୍ ନାଗପୁରରେ ଖୋଲାଯାଇଛି। ଓଲା ସହଯୋଗରେ ଆଇଓସିଏଲ୍ର ଏକ ପେଟ୍ରୋଲ ପମ୍ପରେ ଏହି ଚାର୍ଜିଂ ଷ୍ଟେସନ୍ ଖୋଲିଛି। ନାଗପୁର ଦେଶର ପ୍ରଥମ ସହର ଭାବେ ଇଲେକ୍ଟ୍ରିକ ଯାନରେ ସାଧାରଣ ପରିବହନ ବ୍ୟବସ୍ଥା ପ୍ରଚଳନ କରିଛି। ଏହାପରେ ଆଇଓସିଏଲ୍ ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ପେଟ୍ରୋଲ ପମ୍ପରେ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଷ୍ଟେସନ୍ ନାଗପୁରରେ ହିଁ ଖୋଲାଯାଇଛି।
ଇଣ୍ଡିଆନ୍ ଅଏଲ୍ ଖୋଲିଲା ପ୍ରଥମ ଚାର୍ଜିଂ ଷ୍ଟେସନ୍
/sambad/media/post_attachments/wp-content/uploads/2017/11/electric-charging-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)