ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ନୂଆ କ୍ରେଡିଟ୍ କାର୍ଡ

ମୁମ୍ବାଇ : ପେବ୍ୟାକ୍ ସହ ମିଶି ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ପକ୍ଷରୁ ଏକ ନୂଆ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍‌ କାର୍ଡ ଉନ୍ମୋଚନ କରାଯାଇଛି। ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ପେବ୍ୟାକ୍ କ୍ରେଡିଟ୍ କାର୍ଡରେ ଗ୍ରାହକମାନେ ପେମେଣ୍ଟ୍‌ କରିବା ବେଳେ ପେବ୍ୟାକ୍ ପଏଣ୍ଟ୍ ହାସଲ କରିପାରିବେ। ପରବର୍ତି ସମୟରେ ସେହି ରିୱାର୍ଡ ପଏଣ୍ଟ୍‌କୁ ବିଭିନ୍ନ କାମ ପାଇଁ ରିଡିମ୍ କରିପାରିବେ।

ସମ୍ବନ୍ଧିତ ଖବର