ଇନ୍‌ଫିନିକ୍ସର ନୂଆ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଇନଫିନିକ୍ସ ପକ୍ଷରୁ ହଟ୍ ୭ ନାମକ ନୂତନ ସ୍ମାର୍ଟଫୋନ୍‌କୁ ଉନ୍ମୋଚନ କରାଯାଇଛି। ଆଠ ହଜାର ଟଙ୍କାରୁ କମ୍ ମୂଲ୍ୟର ଏହି ସ୍ମାର୍ଟଫୋନ୍‌ରେ ୧୩+୨ ଏମ୍‌ପି ଏଆଇ ଶକ୍ତି ଥିବା କ୍ବାଡ୍ କ୍ୟାମେରା, ୪+୬୪ ଜିବି ମେମୋରି, ୪୦୦୦ ଏମ୍ଏଏଚ୍‌ ବ୍ୟାଟେରି ଓ ୟୁନିବଡି ମେଟାଲ୍ ଡିଜାଇନ୍ ରହିଛି। ଚଳିତ ମାସ ୧୫ରୁ ଏହା ଫ୍ଲିପ୍‌କାର୍ଟ ଓ ଷ୍ଟୋର୍‌ଗୁଡ଼ିକରେ ବିକ୍ରି ହେଉଛି। ଏହାର ମୂଲ୍ୟ ୭୯୯୯ ଟଙ୍କା ରହିଛି। ଆମ ଉତ୍ପାଦ ବର୍ଗକୁ ହଟ୍ ୭ ଆକର୍ଷଣୀୟ କରିପାରିଛି ବୋଲି ଇନ୍‌ଫିନିକ୍ସ ଇଣ୍ଡିଆର ସିଇସ ଅନିସ୍ କପୁର୍ କହିଛନ୍ତି।

ସମ୍ବନ୍ଧିତ ଖବର