ବେଙ୍ଗାଲୁରୁ: ଆଇଟି କମ୍ପାନି ଇନ୍‌ଫୋସିସ୍‌ ଦେଢ଼ ବିଲିଅନ ଡଲାରର ବ୍ୟବସାୟ ହରାିଛି। ଚଳିତବର୍ଷ ସେପ୍ଟେମ୍ବରରେ କମ୍ପାନି ବିଦେଶରୁ ଏହି ବ୍ୟବସାୟ ପାଇଥିଲା। କିନ୍ତୁ ସଂପ୍ରତି ଏହା ବାତିଲ ହୋଇଯାଇଛି। କମ୍ପାନି ଉକ୍ତ ବ୍ୟବସାୟ ପୂର୍ବରୁ ୧୫ ବର୍ଷର ଅବଧି ପାଇଁ ହାସଲ କରିଥିଲା।