ବୀମା ଏଜେଣ୍ଟ୍‌ଙ୍କ କମିସନ ସୀମା ହଟିଲା

ନୂଆଦିଲ୍ଲୀ : ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ବୀମା ଏଜେଣ୍ଟ୍‌, ଏଗ୍ରିଗେଟର ଓ ବ୍ରୋକରଙ୍କ କମିସନ ପାଇଁ ଧାର୍ଯ୍ୟ କରାଯାଇଥିବା ସୀମାକୁ ହଟାଇ ଦେଇଛନ୍ତି। ସେହି ସ୍ଥାନରେ ବୀମା କଂପାନି କର୍ତ୍ତୃପକ୍ଷଙ୍କ ବ୍ୟୟର ସୀମା ଧାର୍ଯ୍ୟ କରାଯାଇଛି। ୨୦୨୨ରେ ଏଜେଣ୍ଟ୍‌ଙ୍କ କମିସନର ୨୦% ସୀମ ନିର୍ଧାରଣ କରାଯାଇଥିଲା।

ସମ୍ବନ୍ଧିତ ଖବର