କୋଟା: ଆନ୍ତର୍ଜାତିକ ଅଲମ୍ପିଆଡ୍ରେ ବିଭିନ୍ନ ବିଷୟରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ରେଜୋନାନ୍ସର ୩୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏକ ଓରିଏଣ୍ଟେସନ୍ ଏବଂ ଚୟନ ଶିବିରେ ସେମାନେ ଯୋଗ ଦେବେ। ରେନୋନାନ୍ସର ପ୍ରବନ୍ଧ ନିର୍ଦେଶକ ଆର୍ କେ ବର୍ମା ଏହି ସୂଚନା ପ୍ରଦାନ କରିଛନ୍ତି। ମୁମ୍ବାଇର ହୋମି ଭାବା ସେଣ୍ଟର ଅଫ୍ ଏଜୁକେସନ୍୍ଠାରେ ଏପ୍ରିଲ୍ ୧୯ରୁ ମେ’ ୧୬ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଅଲମ୍ପିଆଡ୍ରେ ରେନୋନାନ୍ସର ୬ ଛାତ୍ରଛାତ୍ରୀ ଭାଗ ନେବେ।