ଜନଧନ ଖାତାଧାରୀଙ୍କୁ ମିଳିପାରେ ଅଧିକ ସୁବିଧା

ନୂଆଦିଲ୍ଲୀ: ଦେଶର ୩୨ କୋଟି ଜନଧନ ଗ୍ରାହକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ କେତେକ ନୂଆ ଉପହାର ପ୍ରଦାନ କରିବେ। ଏହି ଆକାଉଣ୍ଟଧାରୀଙ୍କ ପାଇଁ ରହିଥିବା ଓଭରଡ୍ରାଫ୍ଟ ସୁବିଧାକୁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏଥିସହିତ ଆକର୍ଷଣୀୟ ମାଇକ୍ରୋ ଇନ୍‌ସ୍ୟୁରାନ୍ସ ସ୍କିମ୍‌ ମଧ୍ୟ ଘୋଷଣା କରାଯାଇ ପାରେ।

ସମ୍ବନ୍ଧିତ ଖବର