ଏନ୍‌ସିଏଲ୍‌ଟିକୁ ଟଣାହେଲା ଜେଟ୍‌

ନୂଆଦିଲ୍ଲୀ: ଦୀର୍ଘ ଦିନ ପର୍ଯ୍ୟନ୍ତ ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ‌ବନ୍ଦ ହୋଇଯାଇଥିବା ଜେଟ୍ ଏୟାରୱେଜ୍‌କୁ ଦୁଇଟି ସଂସ୍ଥା ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)କୁ ଟାଣିଛନ୍ତି। କଂପାନି ଠାରୁ ନିଜ ପ୍ରାପ୍ୟ ପାଇବା ପାଇଁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଏନ୍‌ସିଏଲ୍‌ଟି ମାମଲାକୁ ଗ୍ରହଣ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର