ୟୁନିମାକ୍ଟସ୍‌କୁ କିଣିଲା ଜେଟ୍‌ୱେର୍କ

ବେଙ୍ଗାଲୁରୁ : ଆମେରିକାର ସଂସ୍ଥା ୟୁନିମାକ୍ଟସ୍‌କୁ ୩୯ ନିୟୁତ ଡଲାରରେ ଅଧିଗ୍ରହଣ କରିଛି ଜେଟ୍‌ୱେର୍କ ମାନୁଫାକ୍‌ଚରିଂ। ଏହା ଜରିଆରେ ୟୁନିମାକ୍ଟସ୍‌ର ସୌର ଓ ପବନ ଶକ୍ତି ଗ୍ରାହକମାନଙ୍କ ପାଖରେ ଜେଟ୍‌ୱର୍କ ପହଞ୍ଚିପାରିବ। ଏହି ଅଧିଗ୍ରହଣ ପରେ ଜେଟ୍‌ୱେର୍କର କର୍ମଚାରୀ ସଂଖ୍ୟା ୧୯୦୦କୁ ବୃଦ୍ଧି ପାଇବ। ଏହି ଅଧିଗ୍ରହଣ ଜରିଆରେ ଆମ କାରବାର ଉତ୍ତର ଆମେରିକାରେ ସମ୍ପ୍ରସାରିତ ହୋଇପାରିବ ବୋଲି ଜେଟ୍‌ୱେର୍କର ସିଇଓ ଅମ୍ରିତ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର